ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଗବଳଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଗବଳଦ   ବିଶେଷ୍ୟ

ଅର୍ଥ : ତିନୋଟି ବଳଦ ଟାଣୁଥିବା ଗାଡ଼ିର ସବୁଠୁ ଆଗ ବଳଦ

ଉଦାହରଣ : ଗାଡ଼ିବାଲା ଆଗବଳଦକୁ ବାରମ୍ବାର ପିଟୁଥିଲା


ଅନ୍ୟ ଭାଷାରେ ଅନୁବାଦ :

तीन बैलों वाली गाड़ी में से सबसे अगला बैल।

गाड़ीवान बींड़िया को बार-बार डंडे से मार रहा था।
बींड़िया

An adult castrated bull of the genus Bos. Especially Bos taurus.

ox

ଅର୍ଥ : ବଳଦ ଗୋଠରେ ସବୁଠୁ ଆଗରେ ଚାଲୁଥିବା ବଳଦ

ଉଦାହରଣ : ଆଗବଳଦ ଏକ ଫସଲ କିଆରୀରେ ପଶିଗଲା


ଅନ୍ୟ ଭାଷାରେ ଅନୁବାଦ :

बैलों के झुंड में सबसे आगे चलने वाला बैल।

जूँड़िहा एक खड़ी फसल में प्रवेश कर गया।
जूँड़िहा

An adult castrated bull of the genus Bos. Especially Bos taurus.

ox